ଜୁପିଟର୍ ପବ୍ଲିକ୍ ସ୍କୁଲର ଛାତ୍ରୀମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କଲେ ସିଆରପିଏଫ୍ ଯବାନ ଏବଂ ପୋଲିସ୍ ସହିତ
ଭୁବନେଶ୍ୱର :ଗଙ୍ଗାପଡାସ୍ଥିତ ଜୁପିଟର୍ ପବ୍ଲିକ୍ ସ୍କୁଲର ଛାତ୍ରୀମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କଲେ ସିଆରପିଏଫ୍ ଯବାନ ଏବଂ ପୋଲିସଙ୍କ ହାତରେ ରାକ୍ଷୀ ବାନ୍ଧି ଏହି ଉତ୍ସବ ପାଳନ କରିଥିଲେ।…