ନାଭାଲ ହେଲିକପ୍ଟର ଜରିଆରେ ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ, ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ…

ଭୁବନେଶ୍ୱର: ଆସନ୍ତା ୨ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ଦୁଇ ଜଣିଆ କେନ୍ଦ୍ରିୟ ଟିମ୍ । ନାଭାଲ ହେଲିକପ୍ଟର ଜରିଆରେ ଖାଦ୍ୟ ପୁଡିଆ ହେବ ଏଆର…

ବଙ୍ଗଳାରେ ବଦଳିବ ସ୍କୁଲ ପାଠ୍ୟପୁସ୍ତକ, ପାଣି ସ୍ଥାନରେ ଜଳ ଏବଂ ଅବ୍ବା ସ୍ଥାନରେ ବାବା ଲେଖାଯିବ

ପଶ୍ଚିମବଙ୍ଗର ସରକାରୀ ସ୍କୁଲଗୁଡ଼ିକରେ ପଢ଼ାଯାଉଥିବା ବଙ୍ଗଳା ଭାଷା ଓ ଇତିହାସ ପାଠ୍ୟପୁସ୍ତକରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ପାଠ୍ୟକ୍ରମ ସମୀକ୍ଷା…

ୟୁକ୍ରେନରେ ଟ୍ରେନ ଉପରେ ରୁଷର ଡ୍ରୋନ୍ ଆକ୍ରମଣ, ୧୩ ମୃତ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସକାଳେ ଡ୍ନିପ୍ରୋ ରେଳ ଷ୍ଟେସନରେ ଏକ ଡ୍ରୋନ୍ ଆକ୍ରମଣରେ ଅତି କମରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୧୦…

ଲିଟର ପିଛା କ୍ଷୀର ମୂଲ୍ୟରେ ୮ ଟଙ୍କା ବୃଦ୍ଧି, ଏହି ରାଜ୍ୟର ସରକାର କଲେ ଘୋଷଣା

କର୍ଣ୍ଣାଟକରେ ସାଧାରଣ ଖାଉଟିଙ୍କ ପକେଟ ଉପରେ ଆର୍ଥିକ ବୋଝ ପଡ଼ିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ କ୍ୟାବିନେଟ୍ ଗୁରୁବାର ଦୁଗ୍ଧ ମୂଲ୍ୟ ଲିଟର ପିଛା ୮ ଟଙ୍କା ବଢ଼ାଇବାକୁ…

କୋଟିଆ ପାଇଁ ଏକାଠି ହେଲେ ସବୁ ଦଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ

କୋଟିଆ ପାଇଁ ଏକାଠି ହେଲେ ସବୁ ଦଳ ।  କୋଟିଆକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ।  କୋଟିଆ ପଞ୍ଚାୟତର ବିକାଶ ସହ ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ…

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

ନୂଆଦିଲ୍ଲୀ: ଏଣିକି ମଦ ଦୋକାନରେ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବନି। ଘରେ ବସି ମୋବାଇଲ୍ ଆପ୍‌ ମାଧ୍ୟମରେ ନିଜ ପସନ୍ଦର ମଦ ବ୍ରାଣ୍ଡ ବାଛି ବୁକିଂ କରିପାରିବେ ଗ୍ରାହକ। ଦିଲ୍ଲୀରେ…

ନଭେମ୍ବର ୧୮ ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ, ୩୧ ଡିସେମ୍ବର ଯାଏ ଚାଲିବ

ଭୁବନେଶ୍ୱର : ନଭେମ୍ବର 18 ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର 17 ତମ ଅଧିବେଶନ । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ନଭେମ୍ବର 18 ରେ…

ବର୍ଷା ନେଇ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି, ବୌଦ୍ଧରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

କଣ୍ଟାମାଳ: ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଛୁଟି । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବୌଦ୍ଧ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା । ବର୍ଷାର ପ୍ରକୋପକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ…

କେନ୍ଦ୍ର କ୍ୟାବିନେଟରେ ରହିବେ ହରଦୀପ ସିଂ, ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି

ପୁଣି ହରଦୀପ ପୁରୀଙ୍କୁ ସୁଯୋଗ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପୁଣି ଥରେ ପ୍ରାର୍ଥୀ କରିଛି । ମଧ୍ୟପ୍ରଦେଶରେ ହେବାକୁ ଥିବା…

୬୦% ରୁ ବଢ଼ି ୬୩% ହେଲା DA, ଜାଣନ୍ତୁ କେନ୍ଦ୍ର କର୍ମଚାରୀଙ୍କ ମାସିକ ଦରମା କେତେ ବଢ଼ିବ?

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନଶନଭୋଗୀଙ୍କ ପାଇଁ ଖୁସି ଖବର। ବୁଧବାର କେନ୍ଦ୍ର କ୍ୟାବିନେଟ୍ ମହଙ୍ଗା ଭତ୍ତା (ଡିଏ)ରେ ୩% ବୃଦ୍ଧି ନେଇ ମଞ୍ଜୁରୀ ଦେଇଛି। ଏହି ବୃଦ୍ଧି ପରେ କେନ୍ଦ୍ର…