TVKରେ ସାମିଲ ୬ AIADMK ବିଧାୟକଙ୍କ ବିରୋଧରେ ଆଗତ ପିଟିସନ ସୁପ୍ରିମକୋର୍ଟରେ ଖାରଜ

 ସୁପ୍ରିମକୋର୍ଟ ସୋମବାର ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନିତ୍ର କଝଗମ (ଏଆଇଏଡିଏମକେ)ର ସେହି ୬ ବିଧାୟକଙ୍କ ବିରୋଧରେ ରୁଜୁ ପିଟିସନ ଖାଜର କରିଦେଇଛନ୍ତି, ଯେଉଁମାନେ ପାର୍ଟି ହ୍ୱିପ ବିପକ୍ଷରେ…

ବାତ୍ୟା ଅର୍ଣ୍ଣବ ପାଇଁ ୫ ଟ୍ରେନ ବାତିଲ, ସାଉଥକୋଷ୍ଟ ରେଲୱେ ପକ୍ଷରୁ ଘୋଷଣା

ବାତ୍ୟା ଅର୍ଣ୍ଣବ ପାଇଁ ଟ୍ରେନ ଚଳାଚଳ ବାତିଲ କଲା ରେଳବାଇ ବିଭାଗ ।  ସାଉଥକୋଷ୍ଟ ରେଲୱେ ପକ୍ଷରୁ ୫ଟି ଟ୍ରେନ ବାତିଲ ନେଇ ଘୋଷଣା କରାଯାଇଛି ।  ତିନୋଟି ଏକ୍ସପ୍ରେସ ଓ ଦୁଇଟି ପାସେଞ୍ଜର…

ଅମିତ ଶାହଙ୍କ ଉପରେ ଟିପ୍ପଣୀ ମାମଲାରେ ରାହୁଲ ଗାନ୍ଧି ଦୋଷମୁକ୍ତ, କୋର୍ଟ ଶୁଣାଇଲେ ରାୟ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି ମିଳିଛି । ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ଏମପି-ଏମଏଲଏ କୋର୍ଟ ତାଙ୍କୁ…

‘ପ୍ରତୀକ୍ଷା’ ପରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଭେଟି ‘ଦଶାହ’

ଓଲିଉଡର ଚର୍ଚ୍ଚିତ ତଥା ଲୋକପ୍ରିୟ ଚଳଚ୍ଚିତ୍ର 'ପ୍ରତୀକ୍ଷା'ର ଅପାର ସଫଳତା ପରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିଜର ଆଗାମୀ ସିନେମା 'ଦଶାହ' ଘୋଷଣା କରିଛନ୍ତି। ରବିବାର 'ପ୍ରତୀକ୍ଷା'ର ଏକ…

ବର୍ଷା ଓ ପବନ ପାଇଁ କେଉଁ ଜିଲାକୁ କ’ଣ ୱାର୍ଣ୍ଣିଂ

ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,…

ଜାତୀୟ ମଞ୍ଚରେ ଓଡ଼ିଶାର ଜୟଗାନ: ୟୁଏମ୍ଆଇ ଏକ୍ସପୋ-୨୦୨୬ରେ କ୍ରୁଟ୍‌ର ହ୍ୟାଟ୍ରିକ୍ ସଫଳତା!

ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ଏହା ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ! ଅକ୍ଟୋବର ୨୪ ଓ ୨୫ ତାରିଖରେ ରାଜଧାନୀରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ଏକ୍ସପୋ…

ଫ୍ଲାଇଟ୍ ବାତିଲ ହେଲେ ଫେରସ୍ତ ମିଳିବ ଜିଏସଟି: ଏୟାରଲାଇନ୍ସକୁ ଆଶ୍ୱସ୍ତି ଦେଲା ଟ୍ରିବ୍ୟୁନାଲ

ଭୁବନେଶ୍ଵର: ଯଦି ଆପଣ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଛନ୍ତି ଏବଂ କୌଣସି କାରଣରୁ ଫ୍ଲାଇଟ୍ ବାତିଲ ହୋଇଯାଏ, ତେବେ ଟିକେଟ୍ ଭଡ଼ା ସହ ତା ଉପରେ ଦେଇଥିବା ଜିଏସଟି ରିଫଣ୍ଡ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।…

ଖଡଗେଙ୍କ ବିବାଦୀୟ ମନ୍ତବ୍ୟରୁ ରାଜନୈତିକ ଝଡ଼, ଆଜି ଦେଶବ୍ୟାପୀ ପ୍ରତିବାଦ ପାଇଁ ବିଜେପିର ଘୋଷଣା

ପିଏମ୍ ମୋଦିଙ୍କୁ ନେଇ ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟରେ ରାଜନୈତିକ ଝଡ଼ । ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଜାତୀୟ ରାଜନୀତି ସରଗରମ ।…

ଆଜିଠୁ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ, ଚଳଚଞ୍ଚଳ ପୁରୀର ୩ ହବିଷ୍ୟାଳି କେନ୍ଦ୍ର

ପୁରୀ: ଆଜିଠୁ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ । ପୁରୀର ୩ ହବିଷ୍ୟାଳି କେନ୍ଦ୍ରରେ ବ୍ରତଧାରୀ ମାନେ ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସଂକଳ୍ପ କରି ବ୍ରତ ଆରମ୍ଭ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’, ଗୋପାଳପୁରଠାରୁ ୩୦୦ କିମି ଦୂରରେ ହେବ ମାଡ଼!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ସକାଳ ୫ଟା ୩୦ରେ ଗଭୀର ଅବପାତ ନେଲା ବାତ୍ୟାର ରୂପ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ଅତି ଭୀଷଣ…