ମଝି ଆକାଶରେ ଦୁଇ ବିମାନ ଧକ୍କା, ୪ ପାଇଲଟ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ଉଡ଼ୁଥିବା ବେଳେ ପରସ୍ପର ସହ ଧକ୍କା ହେଲା ଦୁଇଟି ସାମରିକ ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ଫିଲିପାଇନ୍ସ…

କୋଟିଆ ବିବାଦ: ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଡ଼ିଶା ସରକାର

କୋଟିଆ ସୀମା ବିବାଦକୁ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଗୋଟିଏ ପରେ ଗୋଟିଏ ବେଆଇନ କାର୍ଯ୍ୟାନୁଷ୍ଠାନ ଏବଂ ସର୍ବୋଚ୍ଚ…

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟ, ସମୁଦ୍ରରୁ ଫେରିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ

ଛତ୍ରପୁର: ସାମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତା । ଛତ୍ରପୁର ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ମତ୍ସ୍ୟଜୀବୀଙ୍କୁ ସଚେତନ କରିଛି ପ୍ରଶାସନ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା: କମିଶନରେଟ୍ ପୋଲିସ୍ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଟ୍ରାଫିକ୍ କଟକଣା ଜାରି କରାଯାଇଛି। କମିଶନରେଟ୍…

ବାତ୍ୟା ଆଶଙ୍କାରେ ଦକ୍ଷିଣ ଓଡ଼ିଶା ହାଇ ଆଲର୍ଟ, ୫ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର: ହାଇ ଆଲର୍ଟରେ ଦକ୍ଷିଣ ଓଡ଼ିଶା । ୨୮ ତାରିଖ ପାଇଁ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର…

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଡ଼ ଆକଳନ, ୨୮ ତାରିଖରେ କେଉଁଠି କରିବ ଲ୍ୟାଣ୍ଡଫଲ୍?

ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ECMWF ଓ GFS ମଡେଲର ବଡ଼ ଆକଳନ । ୨୮ ତାରିଖରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା!। ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ…

ଘୁଞ୍ଚିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସମ୍ଭାବ୍ୟା ବାତ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଘୁଞ୍ଚିଲା ରାଷ୍ଟ୍ରପତିଙ୍କ ଗସ୍ତ । ଆସନ୍ତା ୨୮ ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତ ଘୁଞ୍ଚିଯାଇଛି। ପାଣିପାଗ ବିଭାଗ ସୂତ୍ରରୁ ବାତ୍ୟା ସମ୍ଭାବନା…

ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା! ୨୭ରୁ ୨୯ ଯାଏଁ ପ୍ରବଳ ବର୍ଷା

ମାଡ଼ି ଆସୁଛି ବାତ୍ୟା । ସିଧା ମାଡ଼ ହେଉ କି ନ ହେଉ, ଓଡ଼ିଶାକୁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଘାଣ୍ଟିବ । ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ ଭୟ ରହିଛି । ଉଡ଼ାଇବ ଆଉ…

ଆମେରିକା ବିଶ୍ୱର ସର୍ବବୃହତ୍‌ ପର୍ଯ୍ୟଟନ ଅର୍ଥନୀତି, ୧୦ମ ସ୍ଥାନରେ ଭାରତ

ଆମେରିକା ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି । ତେବେ ଏହା ମଧ୍ୟ ବିଶ୍ୱର ସର୍ବବୃହତ୍‌ ପର୍ଯ୍ୟଟନ ଅର୍ଥନୀତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଚୀନ୍‌ ଏବଂ ତୃତୀୟ ସ୍ଥାନରେ ଅଛି ଜର୍ମାନୀ ।…

ସମ୍ଭାବ୍ୟ ବାତ୍ୟା ପାଇଁ ବନ୍ଦ ରହିବ ୨୬ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଅକ୍ଟୋବର ୨୬ ତାରିଖରେ ୟୁନିଟ–୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ…