ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ, ଅକ୍ଟୋବର ୩ ଯାଏଁ ଚାଲିବ

0

ସେପ୍ଟେମ୍ବର ମାସରେ ବିଧାନସଭା ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଯାହା ଅକ୍ଟୋବର ୩ ଯାଏଁ ଚାଲିବ । ଚଳିତ ଥର ହେବାକୁ ଥିବା ମୌସୁମୀ ଅଧିବେଶନରେ ମୋଟ ୯ ଟି କାର୍ଯ୍ୟ ଦିବସ ରହିଛି । ଗୋଟିଏ ଛୁଟି ଦିନ ଥିବା ବେଳେ ୨ ଦିନ ନୋ ମିଟିଙ୍ଗ ଡେ ରହିଛି।

ଚଳିତ ଥର ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ରାଜ୍ୟ ସରକାର ବିଧାନସଭାକୁ ଆଣିବେ । ଅନ୍ୟପଟେ ରାଜ୍ୟ ସରକାର ଘେରୁବାକୁ ବିରୋଧ ଦଳମାନେ ପ୍ରସ୍ତୁତ ହୋଇ ରହିଛି । ଆସନ୍ତା ଅଧିବେଶନରେ ଶାସକ-ବିରୋଧୀ ବିଭିନ୍ନ ପ୍ରସଙ୍ଗ ନେଇ ସାମ୍ନାସାମ୍ନି ହୋଇପାରନ୍ତି
ଖବର ଅପଡେଟ୍ ଜାରି ରହିଛି…

Leave A Reply

Your email address will not be published.