୨୦୨୧ରେ ହ୍ବିଲ୍‌ ଚେୟାରରେ କ୍ୟାମ୍ପେନ କରିଥିଲେ ମମତା ବାନାର୍ଜୀ, ସେପ୍ଟେମ୍ବର ୯ ପରେ ଆରମ୍ଭ ହେବ ତଦନ୍ତ !

୨୦୨୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ହ୍ବିଲ୍‌ ଚେୟାରରେ ବସି ପ୍ରଚାର କରିଥିଲେ । ୪-୫ ଜଣ ଲୋକ ତାଙ୍କୁ ଠେଲି ଦେଇଥିବାରୁ ତାଙ୍କ ବାମ ଗୋଡ ଭାଙ୍ଗିଯାଇଥିଲା ବୋଲି ସେ ଅଭିଯୋଗ…

ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ PM ମୋଦୀଙ୍କ ପାଖରେ ରହିଛି ‘ଉତ୍ତମ ବିଚାର’: ଭ୍ଲାଦିମିର ପୁଟିନ୍

ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ବହୁତ ଭଲ ଆଇଡିଆ ଅଛି ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି । ପୁଟିନ କହିଛନ୍ତି, ମୋଦୀଙ୍କ ପାଖରେ ଅତ୍ୟନ୍ତ…

ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୂରଣ ହେବ ୧୪୦୦ ଖାଲି ପଦ, ଲୋକ ଭବନରେ ଆଲୋଚନା

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦ ପୂରଣକୁ ନେଇ ବଡ଼ କସରତ । ଲୋକ ଭବନରେ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି।…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ ଲଗାତାର ଦ୍ୱିତୀୟ ଥର ଏସିଆନ ଗେମ୍ସ ପୁରୁଷ ହକିରେ…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର ଉପରେ ଶକ୍ତି…

ଆଗାମୀ ୩ ଦିନ ପାଇଁ ଓଡ଼ିଶାର ପାଗ ଶୁଖିଲା ରହିବ, ବଢିପାରେ ଦିନର ତାପମାତ୍ରା

ଭୁବନେଶ୍ୱର : ଆଗାମୀ ୩ ଦିନ ପାଇଁ ଓଡ଼ିଶାର କୌଣସି ଜିଲ୍ଲାରେ ବର୍ଷା କିମ୍ବା ଅନ୍ୟ କୌଣସି ପାଣିପାଗ ଚେତାବନୀ ନାହିଁ । ପାଗ ଶୁଖିଲା ରହିବ । ୧ ରୁ ୨ ଡିଗ୍ରୀ ବଢିପାରେ ଦିନ ତାପମାତ୍ରା ।…

୩ ମାସ ପରେ ଭୁବନେଶ୍ୱରରୁ ପୁଣି ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ

ଭୁବନେଶ୍ୱର: ପ୍ରାୟ ୩ ମାସର ବ୍ୟବଧାନ ପରେ ଆଜିଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଆରମ୍ଭ ହେବ ବିମାନ ସେବା। ଏହାଦ୍ୱାରା ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସୁବିଧା…

ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ସୋମବାର ଆସିଛି ବଡ ଖବର। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି। ବିଧାନସଭାରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ…

MMDR ଆଇନ ବିରୋଧରେ ନବୀନଙ୍କ ହୁଙ୍କାର, ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି

MMDR ଆଇନ ବିରୋଧରେ ନବୀନଙ୍କ ହୁଙ୍କାର । ଲୋୟର ପିଏମଜିରେ ବିଜେଡି ବିଶାଳ ପ୍ରତିବାଦ ସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି, ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି। ଏହା…

ନଭେମ୍ବର ୧ରୁ ଦିଲ୍ଲୀରେ ନୂଆ ନିୟମ, ଦୁଇଗୁଣା ହେବ ପାର୍କିଂ ଫି, ୱାର୍କ ଫ୍ରମ ହୋମ୍ କରିବାକୁ ନିର୍ଦ୍ଦେଶ

ଆଉ କିଛି ଦିନ ପରେ ଶୀତଦିନ ଆସିଯିବ । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଏବେଠାରୁ ନିୟମ ଏବଂ ପ୍ରତିବନ୍ଧକମୂଳକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହାକୁ ନଜରରେ ରଖି ନଭେମ୍ବର ୧ ତାରିଖରୁ…