ରାଜ୍ୟରେ ପ୍ରଚଣ୍ଡ ତାତି, ଆହୁରି ୨ରୁ ୩ ଦିନ ପର୍ଯ୍ୟନ୍ତ ରହିବ ଜାରି

ଭୁବନେଶ୍ବର: ୨୭ ପର୍ଯ୍ୟନ୍ତ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାଜ୍ୟରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଛଟପଟ ଜୀବନ ।  ଏଭଳି ସ୍ଥିତି ଆହୁରି ୨ରୁ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ । ୨୭ ପରେ…

ପୋଲିସ ବିଭାଗରେ ବଡ଼ଧରଣର ଅଦଳବଦଳ; ବଦଳିଲେ ୧୮ ଜଣ ଆଇପିଏସ୍ ଏବଂ ଓପିଏସ୍ ଅଧିକାରୀ

ରାଜ୍ୟ ପୋଲିସ ବିଭାଗରେ ଏକ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଆଇନ ଶୃଙ୍ଖଳା ସ୍ଥିତିକୁ ଅଧିକ ସୁଦୃଢ଼ ଏବଂ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୧୮ ଜଣ…

ଚୀନର ଲିଉସେନ୍ୟୁ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ,୮୨ ମୃତ୍ୟୁ

ଉତ୍ତର ଚୀନର ଶାଂସି ପ୍ରଦେଶର ଲିଉସେନ୍ୟୁ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ଗ୍ୟାସ ବିସ୍ଫୋରଣରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯ ଜଣ ଶ୍ରମିକଙ୍କ ପତ୍ତା ମିଳୁନି । ଆଗକୁ ମୃତ୍ୟୁ…

ଝଟକା ପରେ ଝଟକା ; ପୁଣି ବଢିଲା ପେଟ୍ରୋଲ, ଡିଜେଲ, ସିଏନଜି ଦାମ୍

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ଶନିବାର ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି। ଗତ ୧୦ ଦିନ ମଧ୍ୟରେ ଏହା ଇନ୍ଧନ…

ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣା , ୧୦ ମାସ ପରେ ଗିରଫ ଅଧ୍ୟକ୍ଷଙ୍କୁ ମିଳିଲା ଜାମିନ

ବାଲେଶ୍ବର : ଜେଲ୍ ରୁ ଜାମିନ ରେ ବାହାରିଲେ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଦୀର୍ଘ ୧୦ ମାସ ପରେ ଜେଲ ରୁ ବହାରିଲାପରେ ନିଜ ଶୁଭେଚ୍ଛୁଙ୍କୁ…

ଗ୍ରୀଷ୍ମପ୍ରବାହକୁ ନେଇ ଗାଇଡ ଲାଇନ ଜାରି, କୌଣସି କାମ ନଥିଲେ ଘରୁ ବହାରନ୍ତୁ ନାହିଁ

ଭୁବନେଶ୍ୱର : ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ତାତିରୁ ସତର୍କ ରହିବା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରାମର୍ଶ । ଆସନ୍ତା ଜୁନ ୨ତାରିଖ…

ଛାତ୍ରଛାତ୍ରୀଙ୍କୁ ଆଉ ଦେବାକୁ ପଡିବନି ଏକାଧିକ ପରୀକ୍ଷା, NEET ଓ JEE ବଦଳରେ ଆସିପାରେ ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ : ଦେଶର ସମସ୍ତ ମେଡିକାଲ୍ ଏବଂ ଇଞ୍ଜିନିୟରିଂ ଆଶାୟୀଙ୍କ ପାଇଁ ବଡ଼ ଖବର। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ଏବେ ଗୋଟିଏ ପରୀକ୍ଷା ? ଆସୁଛି ‘ୱାନ୍ ନେସନ୍, ୱାନ୍ ଏଗଜାମ୍’ । NEET…

ତ୍ବିଶାଙ୍କର ହେବ ଦ୍ବିତୀୟ ପୋଷ୍ଟମର୍ଟମ, ଆତ୍ମସମର୍ପଣ ପାଇଁ ପହଞ୍ଚିଲେ ସ୍ବାମୀ ସମର୍ଥ

ମଧ୍ୟପ୍ରଦେଶ : ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ତ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ନୂଆ ମୋଡ଼ । ତ୍ବିଶାଙ୍କର ହେବ ଦ୍ବିତୀୟ ଥର ବ୍ୟବଚ୍ଛେଦ । ମଧ୍ୟପ୍ରଦେଶ ହାଇକୋର୍ଟ ଦେଲେ ଅନୁମତି । କୋର୍ଟ…

ଇବୋଲା ଭାଇରସ କେତେ ବିପଦପୂର୍ଣ୍ଣ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସ ପ୍ରକୋପ ପୁଣି ଥରେ ବିଶ୍ୱ ଚିନ୍ତା ବଢାଇ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ପ୍ରତି କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ ଏବଂ ଉଗାଣ୍ଡାରେ ଇବୋଲା…

ଆସୁଛି ଡବଲ ଲଘୁଚାପ ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର  : ଆସୁଛି ଡବଲ ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆରବ ସାଗରରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧ କିମି ଉପରସ୍ଥ ବାୟୁମଣ୍ଡଳରେ…